ତିନିମାସ ତଳେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କ୍ଷମତା ଶୂନ୍ୟ କରି ଜବରଦସ୍ତ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର. ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାରେ ରାଜନୈତିକ ହସ୍ତକ୍ଷେପକୁ ନେଇ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା ମୋଦୀ ସରକାରକୁ. ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଥିଲେ ଆଲୋକ ବର୍ମା. କୋର୍ଟ ଶ୍ରୀ ବର୍ମାଙ୍କୁ ପିଟିସନ ଉପରେ ଶୁଣାଣୀ କରି ତୁରନ୍ତ ସିବିଆଇ ମୁଖ୍ୟ ପଦରେ ପୁନଃଅବସ୍ଥାପିତ କରିବାକୁ ଜଷ୍ଟିସ କାଉଲ ନିର୍ଦ୍ଦେଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here