ଅକ୍ଟୋବର ଗାଇଡଲାଇନରେ ବଦଳିଲା କର୍ଫ୍ୟୁ ଅବଧି | କଟକ ଓ ଭୁବନେଶ୍ବର ଦୁଇ ସହରରେ ରାତି 8ଟାରୁ ଲାଗୁ ହେବ କର୍ଫ୍ୟୁ | ବନ୍ଦ ରହିବ ଦୋକାନ ବଜାର | ପାର୍ବଣ ଭିଡ ରୋକିବାକୁ ସରକାର ଏମିତି ନିୟମ କରିଛନ୍ତି | ତେବେ ଏହାକେବଳ ଅକ୍ଟୋବର ମାସ 11 ରୁ 20 ତାରିଖ ଯାଏଁ ଲାଗୁ ହେବ | ସେପ୍ଚେମ୍ବରର କୋଭିଡ କଟକଣା ଅକ୍ଟୋବର ମାସରେ ବଳବତ୍ତର |

LEAVE A REPLY

Please enter your comment!
Please enter your name here