ଅଯୋଧ୍ୟା ମାମଲାରେ ସୁପ୍ରିମ କୋଟଙ୍କ ବଡ ନିର୍ଦ୍ଦେଶ । ମୁସଲିମ ପକ୍ଷକୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ । ମୁସଲିମ ପକ୍ଷଙ୍କୁ ବିକଳ୍ପ ଜାଗା ଦେବାକୁ କହିଲେ ସୁପ୍ରିମକୋର୍ଟ । ସୁନି ୱାକପ ବୋର୍ଡକୁ ୫ ଏକର ଜମି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନର୍ଦ୍ଦେଶ । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ପାଇଁ କୋର୍ଟଙ୍କ ଆଦେଶ । ଜମିର ମାଲିକାନା ସ୍ୱତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here