ପୁଣି ଢିଙ୍କିଆରେ ଉତ୍ତେଜନା ଦେଖାଦେଇଛି । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତବେଳେ ଉତ୍ତେଜନା ପ୍ରକାଶ ପାଇଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା କରିଛନ୍ତି ଅଞ୍ଚଳବାସୀ । ଏବଂ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ ମରାଯାଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ । ୫ଜଣିଆ ଟିମକୁ ଭେଟିବାକୁ ଚାହୁଁଥିଲା ସ୍ଥାନୀୟ କିଛି ଲୋକ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇଟି ଗୋଷ୍ଠୀ ।

LEAVE A REPLY

Please enter your comment!
Please enter your name here