ଅଭିନେତା ବାବୁସାନ ଏବଂ ପତ୍ନୀ ତୃପ୍ତିଙ୍କ ବିବାଦ ପରେ ଆଜି ବାବୁସାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପତ୍ନୀ ତୃପ୍ତି । ଗତକିଛି ଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାବୁସାନ୍ । ଆଜି ତୃପ୍ତି ତାଙ୍କୁ ହସ୍ପିଟାଲରେ ଭେଟିବା ପରେ ଡିସଚାର୍ଜ ହୋଇ ଘରକୁ ଏକାଠି ଫେରିବେ ସୂଚନା ମିଳିଛି ।
ତେବେ ବାବୁସାନ-ପ୍ରକୃତି ମିଶ୍ର ପ୍ରସଙ୍ଗରେ ସ୍ତ୍ରୀ ତୃପ୍ତି ବାବୁସାନଙ୍କ ଠାରୁ ଅଲଗା ରହୁଥିଲେ ।

LEAVE A REPLY

Please enter your comment!
Please enter your name here