ପ୍ରତିଷ୍ଠା ଦିବସରେ ନିଜ ଦଳକୁ ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଧାମନଗରରେ ଦଳକୁ ମିଳିଲା ଶିକ୍ଷା । ବାରମ୍ବାର ଜିତିବା ପରେ ଅହଂକାର ବଢିଯାଲିଥିଲା । ପ୍ରଭୁ ଜଗନ୍ନାଥ ଆମକୁ ଶିକ୍ଷା ଦେଲେ । ସବୁବେଳେ ଜିତୁଛ ବୋଲି ଯାହା ପାରିବ ତାହା କରିପାରିବ ନାହିଁ । ଅହଂକାର ଛାଡିଲୁ ବୋଲି ପଦ୍ମପୁର ଜିତିଲୁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ।

LEAVE A REPLY

Please enter your comment!
Please enter your name here