ଆଉ କିଛି ସମୟ ପରେ ବାରବାଟୀରେ ଚାଲିବ ଲଢେଇ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବିଜୟୀ ଆଶା ରଖିଛନ୍ତି ଦୁଇ ଦଳ । ପ୍ରଥମ ଟି-ଟେଣ୍ଟିରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ମ୍ୟାଚ ଦେଖିବାକୁ ଧିରେ ଧିରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here