Rains lash Noida on Aug 5, 2019. (Photo: IANS)

ଆସନ୍ତା 15-16 ତାରିଖରେ ଓଡିଶା ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ବର ସ୍ଥିତ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଆର. ଜେନାମଣୀ ଦେଇଥିବା ସୂଚନା ଅନୁଯାୟୀ, ମୌସୁମୀ ପ୍ରଥମେ ଦକ୍ଷିଣ ଓଡିଶାକୁ ଦୁଇ ତିନିଦିନ ଭିତରେ ଛୁଇଁବ । ପରେ ସାରା ଓଡିଶାରେ ମୌସୁମୀ ପ୍ରବେଶ ପାଇଁ ଦେଢରୁ ଦୁଇ ସପ୍ତାହ ଲାଗିବ । ଆଜି ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜାରାଟର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି ।

LEAVE A REPLY

Please enter your comment!
Please enter your name here