ରାଜ୍ୟରେ ଆଜି 8914 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏମାନଙ୍କ ମଧ୍ୟରୁ 5081 କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 3833 ଲୋକାଲ କେସ୍ I ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1258 ଜଣ ଚିହ୍ନଟ ହୋଇଛନ୍ତି I ସେହିପରି କଟକରୁ 587 ଓ ବରଗଡରୁ 452 ଜଣ ଚିହ୍ନଟ ହୋଇଛନ୍ତି I ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳ 331, ବାଲେଶ୍ବର 179, ଭଦ୍ରକ 351, ବଲାଙ୍ଗୀର 291, ବୌଦ୍ଧ 175, ଦେବଗଡ 103, ଢେଙ୍କାନାଳ 149, ଗଜପତି 165, ଗଞ୍ଜାମ 262, ଜଗତସିଂହପୁର 109, ଯ଼ାଜପୁର 232, ଝାରସୁଗୁଡା 304, କଳାହାଣ୍ଡି 206, କନ୍ଧମାଳ 62, କେନ୍ଦ୍ରାପଡା 132, କେନ୍ଦୁଝର 104, ଓ କୋରାପୁଟରୁ 145 ପଜଟିଭ୍ ଚିହ୍ନଟ ହୋଇଛନ୍ତି I

LEAVE A REPLY

Please enter your comment!
Please enter your name here