ଆସନ୍ତା ୨୭ ଓ ୨୮ରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ବୈଠକ ।ପୋଲିସ ଡିଜିଙ୍କ ଅଧକ୍ଷ୍ୟତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଆଇଜି ଅପରେସନ , ଏଡିଜେ କୋଷ୍ଟାଲ ସିକ୍ୟୁରିଟି ବୈଠକରେ ଉପସ୍ଥିତ ଅଛନ୍ତି । ଗୁଇନ୍ଦା ବିଭାଗ ଆଇଜି, ଗଞ୍ଜାମ ଏସପି ଓ ବରିଷ୍ଠ ଅଧିକାରୀ ସାମିଲ ।

LEAVE A REPLY

Please enter your comment!
Please enter your name here