ପଞ୍ଚାୟତ ପରେ ଏବେ ଫୋକସରେ ପୌର ନିର୍ବାଚନ । ଚାଲିଛି ନାମାଙ୍କନ ପତ୍ର ଦାଖଲ । ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ପୌର ପାଇଁ ବଳ କଷୁଛନ୍ତି ବିଜେଡି, ବିଜେପି, କଂଗ୍ରେସ । ଆଜି ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ । ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ମଧୁସ୍ମିତା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳିଚରଣ ପଣ୍ଡାଙ୍କ ବୋହୂ । ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଛି ।

LEAVE A REPLY

Please enter your comment!
Please enter your name here