ରାଜ୍ୟ ଭିତରେ ଆସନ୍ତାକାଲିଠୁ ଗଡିପାରିବ ବସ୍ ଓ ଟ୍ୟାକ୍ସି । ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳା ପାଇଁ ଅନୁମତି । ସିଟିବସ୍ ଚଳାଚଳ କରିବା ପାଇଁ ମଧ୍ୟ ମିଳିଲା ଅନୁମତି । ବସ୍ ସହ ଅଟୋ ରିକ୍ସା , ଓଲା , ଉବେର, ଗାଡି ମଧ୍ୟ ଚାଲିବ । କୌଣସି ଯାତ୍ରୀ ଛିଡା ହୋଇ ଯାଇପାରିବେନି କହିଲେ ଏସଆରସି । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ଦଣ୍ଡିତ ହେବାକୁ କଡା ଚେତାବନୀ । ଯାତ୍ରୀଙ୍କ କରୋନା ଲକ୍ଷଣ ଥିଲେ ବସରେ ଯାଇପାରିବେନି । ଯାତ୍ରୀ ନିଜ ପାଖରେ ଛୋଟ ସାନିଟାଇଜର ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ୪ ଚିକିଆ ଓ ଅଟୋରେ ଚାଳକ ବ୍ୟତୀତ ୨ ଯାତ୍ରୀଙ୍କୁ ଅନୁମତି ।

LEAVE A REPLY

Please enter your comment!
Please enter your name here