କୋଣାର୍କରେ ୫ଟି ସଚିବ । ଆଜି ସକାଳୁ ୫ଟି ସଚିବ ଭି.କେ ପାଣ୍ଡିଆନ କୋଣାର୍କରେ ପହଁଞ୍ଚିଥିଲେ । ତାଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ଏବଂ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ । ଏମାନେ କୋଣାର୍କ ମନ୍ଦିର ବୁଲି ଦେଖିବା ସହିତ ଚନ୍ଦ୍ରଭାଗା ସମୁଦ୍ରକୂଳ ମଧ୍ୟ ପରିଦର୍ଶନ କରିଛନ୍ତି । ଏମାନେ ସମ୍ପୂର୍ଣ୍ଣ କୋଣାର୍କ ନଗରାଞ୍ଚଳକୁ ନେଇ ଏକ ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ଅଧିକାରୀମାନଙ୍କ ସହିତ ୫ଟି ସଚିବ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି

LEAVE A REPLY

Please enter your comment!
Please enter your name here