ମଲ୍ଲୀକାର୍ଜୁନ ଖଡ଼ଗେ କଂଗ୍ରେସର ନୂଆ ସଭାପତି ନିର୍ବାଚିତ I ମୋଟ 9385 ଭୋଟରୁ ଖଡ଼ଗେ 7897 ଖଣ୍ଡ ଭୋଟ ପାଇଥିବାବେଳେ ଶଶୀ ଥରୁରଙ୍କୁ ମାତ୍ର 1072 ଖଣ୍ଡ ଭୋଟ ମିଳିଥିଲା I 24 ବର୍ଷ ପରେ କଂଗ୍ରେସରେ ଅଣ ଗାନ୍ଧୀ ପରିବାରରୁ ସଭାପତି ନିର୍ବାଚିତ ହୋଇଛନ୍ତି I ସଭାପତି ପଦକୁ ନେଇ ବହୁ ବାଦ ବିବାଦ ହେବା ପରେ ସାଙ୍ଗଠନିକ ନିର୍ବାଚନ ହୋଇଥିଲା I

LEAVE A REPLY

Please enter your comment!
Please enter your name here