ରାଜ୍ୟରେ ଆଜି ୨୫୦ ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୭୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୯ । ଖୋର୍ଦ୍ଧାରୁ ସର୍ବାଧିକ ୭୧ ପଜିଟିଭ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୦, ଝାରସୁଗୁଡାରୁ ୨୧, କଟକ-୧୬, ବରଗଡ-୧୫, ସୁନ୍ଦରଗଡରୁ ୧୪ ନୂଆ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ, ମୟୂରଭଞ୍ଜରୁ ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୧ ପଜିଟିଭ୍ ଚିହ୍ନଟ । ବଲାଙ୍ଗୀର, କଳାହାଣ୍ଡି, ରାୟଗଡାରୁ ୯ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର, ଭଦ୍ରକ, ପୁରୀରୁ ୬ ଲେଖାଏଁ ପଜିଟିଭ୍ ଚିହ୍ନଟ । ଗଞ୍ଜାମରୁ ୭ ପଜିଟିଭ୍ ଚିହ୍ନଟ । ସେହିପରି, ଦେଓଗଡ, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here