ମଦ ପିିଇ ଭାଇ ପୁରା ଚୁର୍ । ଆପଣ ଭାବୁଥିବେ ଏ ଭାଇ ମଦ ପିଇ କରୁଛନ୍ତି କଣ । ଆଗ୍ୟା ଏ ମହାନ ବ୍ୟକ୍ତି ଜଣକ ଏହି ଅଫିସର କାର୍ଯ୍ୟରତ କର୍ମଚାରୀ । ଲାଗୁଛି ଅଫିସ ଆସିବା ରାସ୍ତାରେ ଭାଇ ଟିକେ ମାରିଦେଇଛନ୍ତି । ହଉ ଚାଲନ୍ତୁ ଆଗକୁ ଯିବା । ଆରେ ଆରେ ଭାଇ କଣ ବାଟ ଘେରିଲେଣି । କହିଲେଣି କେତେଟା ବାଜିଛି । ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଏ ମହାନ ବ୍ୟକ୍ତି ଜଣକ ହେଉଛନ୍ତି ପାଲଲହଡା ତହସିଲ ଅଫିସର କାର୍ଯ୍ୟରତ କର୍ମଚାରୀ । ଅଫିସ ଡିଉଟି ସମୟରେ ମଦ୍ୟ ପାନ କରି ନିଜ କାମରେ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ କର୍ମଚାରୀ ଅଫିସ ଡିଉଟି ସମୟରେ ମଦ ପିଇ ଡିଉଟି କରିବାକୁ ଆସୁଛନ୍ତି, ଅଥଚ ୟା୍ଙ୍କ ଉପରିସ୍ଥ ଅଧିକାରିଙ୍କ ନଜରକୁ କେମିତି ଆସୁନାହିଁ ।

LEAVE A REPLY

Please enter your comment!
Please enter your name here