ଖୋଲିବନି ରତ୍ନଭଣ୍ଡାର! ରତ୍ନଭଣ୍ଡାର ଖୋଲିବନି କି ଅଡିଟ୍ ହେବନି, ସ୍ପଷ୍ଟ କଲେ ସରକାର । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର । ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ କହିଲେ ମନ୍ତ୍ରୀ । ସୁରେଶ ରାଉତରାୟ, କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର । ରତ୍ନଭଣ୍ଡାର ଶେଷଥର ପାଇଁ ୧୯୮୫ ମସିହାରେ ଖୋଲାଯାଇଥିଲା ।

LEAVE A REPLY

Please enter your comment!
Please enter your name here