ଆଜିଠୁ ୧୦ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୨୪ ଘଣ୍ଟା ଯାଏଁ ଉତ୍ତର କେନ୍ଦ୍ରୀୟ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା । ଆଜି ୧୦ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା । ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା , କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ଓ ନୂଆପଡା ଜିଲ୍ଲାରେ ବର୍ଷା ସମ୍ଭାବନା । କାଲି ୧୧ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା । ଶନିବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପବନ , ଘଡଘଡି ସହ ବର୍ଷା । ବର୍ଷା ଛାଡିବା ପରେ ୨ରୁ ୩ ଦିନ ଯାଏଁ ଘନ କୁହୁଡି ଦେଖାଯିବ । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୪୪.୪ ମିମି ବର୍ଷା ରେକର୍ଡ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

LEAVE A REPLY

Please enter your comment!
Please enter your name here