ଛତିଶଗଡ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପାଞ୍ଚଦିନ ଧରି ଚାଲିଥିବା କସରତ ପରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଇଁ ଭୂପେଶ ବଘେଲଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ରବିବାର ଦିନ କଂଗ୍ରେସ ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ବଘେଲଙ୍କ ବ୍ୟତୀତ ଟିଏସ୍‌ ଦେଓ, ତମରାଧ୍ବଜ ସାହୁ ଏବଂ ଚରଣ ଦାସ ମହନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ।

ଶନିବାର ଦିନ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ବିଭିନ୍ନ ବୈଠକ ଡକାଇ ଚାରି ନେତାଙ୍କ ବିଷୟରେ ଆଲୋଚନା କରିଥିଲେ ।

ବଘେଲଙ୍କ ମୁଣ୍ଡରେ ସୁନା କଳସି

LEAVE A REPLY

Please enter your comment!
Please enter your name here