ଜଗା ଦର୍ଶନ ହେଲା ଶେଷ ଦର୍ଶନ । ବିମଳା ମନ୍ଦିରରେ ଦର୍ଶନବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ ବୃଦ୍ଧ । ତାଙ୍କୁ ତୁରନ୍ତ ପୁରୀ ସଦର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବୃଦ୍ଧ ଜଣଙ୍କ ଛତିଶଗଡରୁ ଆସିଥିଲେ । ୭୨ ବର୍ଷୀୟ ୱାଇ.ଜି ମୂର୍ତ୍ତି ବିମଳା ମନ୍ଦିରରେ ଦର୍ଶନ କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ।

LEAVE A REPLY

Please enter your comment!
Please enter your name here