ପଦ୍ମପୁର ଫଳାଫଳକୁ ନେଇ ଯେଉଁ ଅଙ୍କ କଷା ଚାଲିଥିଲା । ଆଜି ପୂର୍ଣ୍ଣଛେଦ ପଡିଛି । ପଦ୍ମପୁର ଜିତିଛି ବିଜେଡି । ପଦ୍ମପୁରରେ ବିଜେଡି ବର୍ଷା ସିଂ ବରିହା ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ନିଜ ବାପାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ବର୍ଷା । ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ ମିଳିଛି । ୪୨୦୬୫ ଭୋଟରେ ବର୍ଷା ସିଂ ବରିହା ବିଜୟଲାଭ କରିଛନ୍ତି । ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୪୧୬୨ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ୩୪୧୮ ଭୋଟ୍ ।

LEAVE A REPLY

Please enter your comment!
Please enter your name here