ଭୁବନେଶ୍ୱର ଏମ୍ସରୁ ଦଲାଲ୍ ଗିରଫ । ଟିକେଟ୍ ଦଲାଲ କରୁଥିବା ଅଭିଯୋଗରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ବହୁଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରୀ କରୁଥିଲେ । ଏମ୍ସର ଡାକ୍ତର ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ହେଉଛି । କିନ୍ତୁ ଦଲାଲ୍ ଆଗୁଆ ଟିକେଟ୍ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଆଜି ଚଢାଉ କରିଥିଲା ଖଣ୍ଡଗିରୀ ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here