25 ବର୍ଷ ଧରି ନିରନ୍ତର ଭାବେ ଜନସେବାରେ ନିଜର ଜୀବନକୁ ସମର୍ପି ଦେଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ବାତ୍ୟା ପ୍ରଭାବରେ ଉଜୁଡି ଯାଇଥିବା ରାଜ୍ୟକୁ ସେ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇଛନ୍ତି I ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ଫାଉଂଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here