ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦୫୮ଭୋଟରେ ଆଗୁଆ ରହିଛି । ସେହିପରି ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୪୫ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧,୪୦୪ ଭୋଟ । ବିଜେପିକୁ ୬୯୫୯ , କଂଗ୍ରେସକୁ ୧୬୭୭ ଭୋଟ ।

LEAVE A REPLY

Please enter your comment!
Please enter your name here