କନିଷ୍ଠ ଶିକ୍ଷକଙ୍କ ଦରମା ବଢିଛି । କନିଷ୍ଠ ଶିକ୍ଷକଙ୍କର ଦରମା ୫୦ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ । ୩୩ ହଜାର ୩୮ ଶିକ୍ଷକ ଉପକୃତ ହେବେ । ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ୭ ହଜାର ୪ ଶହ ରୁ ୧୧ ହଜାରକୁ ବୃଦ୍ଧି ପାଇଛି । କନିଷ୍ଠ ଶିକ୍ଷକଙ୍କ ଦରମା ୯ହଜାର ୨ ଶହରୁ ୧୩ ହଜାର ୮ ଶହକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here