ଦେଶର ସର୍ବୋଚ୍ଚ ପଦବୀରେ ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ I ପ୍ରଥମ ଆଦିବାସୀ ମହିଳା I ଓଡ଼ିଶାର ରାଇରଙ୍ଗପୁରରୁ ଦିଲ୍ଲୀର ରାଇସିନା ଯାତ୍ରାରେ ଦ୍ରୌପଦୀଙ୍କୁ ନେଇ ଉତ୍ସବ ମନାଉଛି ସାରା ଦେଶ I ସର୍ବାଧିକ ଭୋଟ ବ୍ୟବଧାନରେ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ହରାଇଲେ ଦ୍ରୌପଦୀ I ପ୍ରତି ରାଉଣ୍ଡରେ ଦ୍ରୌପଦୀ ଯଶୋବନ୍ତଙ୍କୁ ପଛରେ ପକାଇଦେଇଥିଲେ I 44 ଟି ଦଳ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଥିଲେ I

LEAVE A REPLY

Please enter your comment!
Please enter your name here