ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର । ଅନ୍ୟ ୨ ସଙ୍କ୍ରମିତ ସ୍ଥ୍‌ାନୀୟ ବାସିନ୍ଦା ବୋଲି ସୂଚନା ମିଳିଛି । ବଲାଙ୍ଗିରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୧ ଏବଂ ଗଞ୍ଜାମରୁ ୧୦ , ବାଲେଶ୍ୱରରୁ ୨ , ଜଗତସିଂହପୁରରୁ ୬ ସୁନ୍ଦରଗଡ ଏବଂ ନୟାଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ ୧୩ , ଖୋର୍ଦ୍ଧାରୁ ୧୩ ଜଣ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ରେ ପହଁଞ୍ଚିଛି । ରାଜ୍ୟରେ ୮୫୩ ଜଣ ଚିକିତ୍ସିତ ହେଉଥିବାବେଳେ ୭୩୩ ଜଣ ସୁସ୍ଥ ହୋଇଛନ୍ତିି । ତେବେ ୭ ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here