ଯେଉଁ ସ୍ଥାନରେ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରାଯାଇନାହିଁ କିମ୍ବା ନିର୍ବାଚନ ବର୍ଜନ କରାଯାଇଛି । ସେହି ସ୍ଥାନରେ ହେବ ନିର୍ବାଚନ । ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ୨୭ରୁ ନୋମିନେସନ ପାଇଁ କୁହାଯାଇଛି । ୨୭ରୁ ୪ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ଦ୍ୱିତୀୟ ସୁଯୋଗ ପରେ ବି ଯଦି ଏଠାରେ କୌଣସି ନୋମିନେସନ ଫାଇଲ ହେଉନାହିଁ ତେବେ ଏଠାରେ ଆଉ ଇଲେକ୍ସନ ହେବ ନାହିଁ । ରାଜ୍ୟ ସରକାର ସରପଞ୍ଚ ଏବଂ ସମିତି ସଭ୍ୟ ସିଲେକ୍ସନ କରିବେ । ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here