ଭାଲେଣ୍ଟାଇନ୍ସ ଡେ କୁ ବିରୋଧ. କଳିଙ୍ଗ ସେନା ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଭାଲେଣ୍ଟାଇନ୍ସ ଡେକୁ ବିରୋଧ କରି ପ୍ରତିବାଦ କରାଯାଇଥିଲା. ରସୁଲଗଡ ସପିଂମଲ ନିକଟରେ ସେନାର ପୁରୁଷ ଓ ମହିଳା କର୍ମୀମାନେ ପ୍ରେମୀ ଯୁଗଳଙ୍କୁ ବିରୋଧ କରିଥିଲେ. ଭାଲେଣ୍ଟାଇନ୍ସ ଡେ ପାଳନ ଆମ ସଂସ୍କୃତିକୁ ନଷ୍ଟ କରୁଛି ଏବଂ ଆମ ସମାଜକୁ କଳୁଷିତ କରୁଛି ବୋଲି ସେନା କର୍ମୀମାନେ କହିଛନ୍ତି. ପ୍ରତିବାଦ କରୁଥିବା କଳିଙ୍ଗ ସେନା କର୍ମୀଙ୍କୁ ପୋଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଛି.

LEAVE A REPLY

Please enter your comment!
Please enter your name here