ସଡକ ସୁରକ୍ଷା ସଚେତନତା ଲାଗି ଆସିଥିବା ନିଜେ ଫସିଯାଇଛନ୍ତି । ତାଙ୍କୁ ଗଣିବାକୁ ପଡିଛି ଫାଇନ । ଆଜି ଭୁବନେଶ୍ୱର ଏଜି ଛକଠାରେ ଏଭଳି ହଟହଟା ହୋଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ତାଙ୍କ ନିର୍ବାଚନୀମଣ୍ଡଳ ଅନ୍ତର୍ଗତ ଏଜି ଛକରେ ଟ୍ରାଫିକ ସଚେତନତା ଲାଗି ପହଁଞ୍ଚିଥିଲେ କିନ୍ତୁ ଗାଡି ବେଆଇନ ଭାବେ ପାର୍କିଂ କରିଥିବାରୁ ତାଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here