ତୃତୀୟ ଥର ପାଇଁ ସି. ଜିନପୀଙ୍ଗଙ୍କ ଦଖଲରେ ଚୀନ I ପୁଣିଥରେ ଚୀନ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି I ଜିନପିଙ୍ଗ କହିଛନ୍ତି, ସମଗ୍ର ବିଶ୍ୱକୁ ଚୀନ ଦରକାର I ବିଶ୍ଵ୍ୱକୁ ଛାଡି ଚ଼ୀନ ମଧ୍ୟ ରହି ପାରିବନି I

ଲଗାତାର ତୃତୀୟ ଥର କ୍ଷମତା ହାସଲ କରିବାରେ ସି ଜିନପିଙ୍ଗ ହେଉଛନ୍ତି ଚୀନର ଅଦ୍ଵିତୀୟ I

LEAVE A REPLY

Please enter your comment!
Please enter your name here