Home Big Story ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ Big StoryPoliticsTrending News ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ By Takshak Bureau - July 7, 2021 212 0 Facebook Twitter Google+ Pinterest WhatsApp ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ | କେନ୍ଦ୍ର ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପ୍ରକ୍ରିୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିଅମ ବିଭାଗ ନେଇ ଶିକ୍ଷା ଓ ଦକ୍ଷତା ବିକାଶ ଦିଆଗଲା | ପେଟ୍ରୋଲ ଦର ଲିଟର ପିଚ୍ଛା ଶହେ ଟଙ୍କା ଡେଇଁବା ପରେ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି | RELATED ARTICLESMORE FROM AUTHOR Big Story 15 ସାଙ୍ଗଠନିକ ଜିଲ୍ଲାରେ ମୁହାଁମୁହିଁ ପରିସ୍ଥିତି, 18 ଜିଲ୍ଲାରେ ବିଜେଡି ବାଛିଲା ସଭାପତି Big Story ସୁଜାତା ହେବେ ଉତ୍ତରାଧିକାରୀ ! Entertainment ଭକ୍ତିଭାବରେ ପ୍ଲାବିତ ରବିନ୍ଦ୍ରମଣ୍ଡପ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...