ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ | କେନ୍ଦ୍ର ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପ୍ରକ୍ରିୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିଅମ ବିଭାଗ ନେଇ ଶିକ୍ଷା ଓ ଦକ୍ଷତା ବିକାଶ ଦିଆଗଲା | ପେଟ୍ରୋଲ ଦର ଲିଟର ପିଚ୍ଛା ଶହେ ଟଙ୍କା ଡେଇଁବା ପରେ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି |

LEAVE A REPLY

Please enter your comment!
Please enter your name here