ଭୟଭୀତ ହୁଅନ୍ତୁ ନାହିଁ
ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ
ବିଦୁତ ଓ ଗ୍ୟାସ ସପ୍ଲାୟକୁ ବନ୍ଦ କରନ୍ତୁ
ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ
କ୍ଲୋରିନ ଯୁକ୍ତ କିମ୍ବା ପାଣିକୁ ଫୁଟାଇ ପିଅନ୍ତୁ
ରେଡିଓ ଓ ଟିଭି ଖବର ସହ ଅପଡେଟ୍ ରୁହନ୍ତୁ
ମୋବାଇଲ ଓ ଚାର୍ଜ ଲାଇଟ ଚାର୍ଜ କରି ରଖନ୍ତୁ
ଆବଶ୍ୟକ ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖନ୍ତୁ
ଗୃହ ପାଳିତ ପଶୁଙ୍କୁ ଖୋଲା ଛାଡିଦିଅନ୍ତୁ
ବିପଦ ଶଙ୍କୁଳ ଘର ଠାରୁ ଦୁରେଇ ରୁହନ୍ତୁ
ବାତ୍ୟା ସମୟରେ ବିଦୁ୍ୟତ ମେନସୁଇଚ ବନ୍ଦ ରଖନ୍ତୁ