Lucknow: **FILE** File photo dated April 14, 2018, of BJP MLA Kuldeep Singh Sengar, in Lucknow. BJP MLA Kuldeep Singh Sengar was among the 10 people named in an FIR registered on Monday in connection with a road accident in which the Unnao rape survivor and her lawyer were critically injured and her two aunts killed, police said. (PTI Photo/Nand Kumar)(PTI7_29_2019_000227B)

ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲା । ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡାଦେଶ । ପୀଡିତାଙ୍କୁ ୨୫ ଲକ୍ଷ କ୍ଷତିପୂରଣ ଦେବାକୁ ସେଙ୍ଗରଙ୍କୁ ନିର୍ଦ୍ଦେଶ । ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀର ତିସହଜାରୀ କୋର୍ଟ । ପୀଡିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଚାକିରି ନାଁରେ ନାବାଳିକାକୁୂ ଦୁଷ୍କର୍ମ କରିଥିବା ଅଭିଯୋଗ ଥିଲା । ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here