ପହଲଗାମ ରକ୍ତର ଜବାବ ରକ୍ତରେ ଦିଆଯିବ । କଳ୍ପନାଠୁ ଅଧିକ ସେମାନଙ୍କୁ ଦଣ୍ଡ ମିଳିବ । ଆତଙ୍କବାଦୀକୁ ସେମାନଙ୍କ ଭାଷାରେ ଜବାବ୍ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ବାର୍ତ୍ତା ପରେ ଆକ୍ସନ ମୋଡରେ ଭାରତୀୟ ସେନା । ବିସ୍ଫୋରଣରେ ଉଡିଲା ଆତଙ୍କୀର ଘର । ଆତଙ୍କବାଦୀ ଆସିଫ୍‌ ଶୈଖ୍‌ର ଘର ଭାଙ୍ଗିଲା ସେନା । ଆଇଡି ବ୍ଲାଷ୍ଟ କରି ଆତଙ୍କୀର ଘର ଧ୍ବଂସ । ପହଲଗାମ ଆକ୍ରମଣରେ ସାମିଲ ଥିବା ସନ୍ଦେହରେ କାର୍ଯ୍ୟାନୁଷ୍ଠାନ । ପହଲଗାମ ଆଟାକ୍ ପରେ ଯେଉଁ ଫଟୋ ବା ସ୍କେଚ୍ ଜାରି କରାଯାଇଥିଲା ସେଥିରେ ଆସିଫ୍ ରହିଥିଲା ।

LEAVE A REPLY

Please enter your comment!
Please enter your name here