ବିହାରରେ ମେଣ୍ଟ ଭାଙ୍ଗିଲା । ବିଜେପି, ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ହେଉଛି । ବିଜେପି ହାତ ଛାଡି ପୁଣି ଆରଜେଡିକୁ ସାଥୀ କରିବେ ନୀତିଶ । ନୂଆ ସରକାର ଗଢିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର । ଆଜି ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର । ଏନେଇ ନୀତିଶ ସମୟ ମାଗିଛନ୍ତି ।

LEAVE A REPLY

Please enter your comment!
Please enter your name here