ଆସିଲା ୩୧୫ ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ । ଟ୍ରେଣ୍ଡିଂରେ ବହୁ ସିଟରେ ଆଗୁଆ ବିଜେଡି । ୩୧୫ରୁ ବିଜେଡି 263, ବିଜେପି ୨୯, କଂଗ୍ରେସ-୧୭ ଏବଂ ଅନ୍ୟ ୬ । ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହେଉଥିଲା ।
ଜିଲ୍ଲା ପରିଷଦ-ଜଗତସିଂହପୁର
ଏରସମା ଜୋନ-୧ରେ ବିଜେଡିର ପ୍ରଣବ ସ୍ୱାଇଁ ଆଗରେ
ବାଲିକୁଦା ବ୍ଲକ ଜୋନ୍ ୧ରେ ବିଜେଡିର ଡଲି ପଣ୍ଡା ଆଗୁଆ
ନାଉଗାଁ ଜୋନ୍ ୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ
ଜଗତସିଂହପୁର ଜୋନ ୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ଆଗୁଆ
ରଘୁନାଥପୁର ଜୋନ୍ ୨୫ରେ ବିଜେଡିର ରୀନାରାଣୀ ମଲ୍ଲିକ ଆଗୁଆ
ବିରିଡି ଜୋନ୍ ୨୩ରେ ବିଜେଡିର ଦୀପ୍ତିମୟୀ ରାୟ ଆଗୁଆ
ତିର୍ତ୍ତୋଲ ଜୋନ୍ ୧୩ରେ ବିଜେଡିର ରଞ୍ଜିତା ସିଂହ ଆଗୁଆ
କୁଜଙ୍ଗ ଜୋନ ୫ରେ ବିଜେପିର ଦୀପ୍ତିମୟୀ ବସ୍ତିଆ ଆଗୁଆ
ଜିଲ୍ଲା ପରିଷଦ-ମାଲକାନଗିରି
କୋରକୋଣ୍ଡା ଜୋନ୍‌-୪ରେ ବିଜେଡିର ବିଜୟଲକ୍ଷ୍ମୀ ପଡିଆମୀ ଆଗୁଆ
ଖଇରପୁରଟ୍ ଜୋନ୍‌- ୬ରେ ବିଜେଡିର ବଳୀ ମାଝୀ ଆଗୁଆ
ମାଲକାନଗିରି ଜୋନ୍‌-୧ରେ ବିଜେଡିର କୁନି ଭୂମିଆ ଆଗୁଆ
ମାଥିଲି ଜୋନ୍‌- ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ଆଗୁଆ
ପଡିଆ ଜୋନ୍‌-୭ରେ ବିଜେଡିର ସୁରଭି ଭୌମିକ ଆଗୁଆ
ଚିତ୍ରକୋଣ୍ଡା ଜୋନ୍‌-୧୪ରେ ବିଜେଡିର ଭେଙ୍କଟେଶ୍ୱର ପପୁଲୁ ଆଗୁଆ
କାଲିମେଳା ଜୋନ୍‌-୧ରେ ବିଜେଡିର ଅପର୍ଣ୍ଣା ମଣ୍ଡଳ ଆଗୁଆ

LEAVE A REPLY

Please enter your comment!
Please enter your name here