ହକି ବିଶ୍ୱକପ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଭାରତୀୟ ଖେଳାଳୀଙ୍କ ଲାଗି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବିଶ୍ୱକପରେ ଭାରତ ଚାମ୍ପିୟନ ହେଲେ ପ୍ରତି ଖେଳାଳୀଙ୍କୁ ପୁରସ୍କାର । ପ୍ରତି ଖେଳାଳୀଙ୍କୁ କୋଟିଏ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଉରକେଲାରେ ବିର୍ସମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here