ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛଦେ ପ୍ରକ୍ରିୟା ଜାରି ରହିଛି । ଆଜି ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଇଛି । ତବେେ ଏହି ପ୍ରସିଦ୍ଧ ମଠରେ ଭୂତଳ ଘର ଥିବା ଜଣାପଡ଼ିଛି । ଏମାର ମଠ ଭଙ୍ଗା ଯିବାବଳେେ ଏକ ଛ’ ଥାକିଆ ଭୂତଳ ଘର ରହିଛି । ସିଂହଦ୍ୱାର ସମ୍ମୁଖରେ ଥିବା ଚାରି ମହଲା ବିଶିଷ୍ଟ ଏମାର ମଠର ଭୂତଳ ଘର ବିଷୟରେ କେହି ଜାଣି ନାହାଁନ୍ତି । ଏହା ପୂର୍ବରୁ ମଠର କାନ୍ଥରୁ ୨୦୧୧ ମସିହାରେ ୯୦ କୋଟି ଟଙ୍କା ମୂଲ୍ୟର ୫୨୨ଟି ରୂପା ଇଟା ମିଳିଥିଲା । ତଣେୁ ଭୂତଳ ଘରେ ମୂଲ୍ୟମାନ ସାମଗ୍ରୀଥିବା ଅନୁମାନ କରାଯାଉଛି । ଏମାର ମଠର ରଘୁନନ୍ଦନ ପୁସ୍ତକ ସଂଗ୍ରହାଳୟର ଉଚ୍ଛଦେ ମଧ୍ୟ ଶଷେ ହୋଇ ସାରିଛି । ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଚ୍ଛଦେ କରାଯାଉଛି । ୧୦ ଜଣ ମାଜିଷ୍ଟ୍ରଟେ ଉପସ୍ଥିତ ଉଚ୍ଛଦେ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହବୋ ଆଶଙ୍କାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସହେିପରି ସ୍ନକେ ହଲେ୍ପଲାଇନ୍‌ର ୩ ଜଣ ର୍କମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି

LEAVE A REPLY

Please enter your comment!
Please enter your name here