ଚଳିତବର୍ଷ ୮୦ ମାର୍କର ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର୍ ଅବଜେକ୍ଟିଭ୍ , ୩୦ ମାର୍କର ସବଜେକ୍ଟିଭ୍ ପ୍ରଶ୍ନ । କିନ୍ତୁ ରେଜଲ୍ଟବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ । ୮୦ ମାର୍କରୁ ପରୀକ୍ଷାର୍ଥୀ ପାଇଥିବା ନଂ ଅବଶିଷ୍ଟ ୨୦ରୁ ହିସାବ ହେବ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହଷ୍ଟେଲ ଖୋଲିବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ

LEAVE A REPLY

Please enter your comment!
Please enter your name here