ୟୁକ୍ରେନ ସଙ୍କଟ ଯୋଗୁଁ ମାଡ ଖାଇଲା ସେୟାର ବଜାର । ସେନସେକ୍ସ ଓ ନିଫ୍ଟିରେ ବଡ ଧରଣର ହ୍ରାସ ହୋଇଛି । ୧୦୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ସେହିପରି ନିଫ୍ଟି ୩୦୦ ପଏଣ୍ଟ ତଳକୁ ଖସିଛି । ସେନସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସି ୫୬ ହଜାର ପହଁଞ୍ଚିଯାଇଥିଲା । ସେହିପରି ନିଫ୍ଟି ୧୬ ହଜାର ୮୪୭ ପଏଣ୍ଟ ସହ ଖୋଲିଥିଲା । ଏହାର ପ୍ରଭାବ ସବୁ ସେକ୍ଟରରେ ପଡିଛି । ବ୍ୟାକିଂ ସେକ୍ଟରରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏହାସହ ଆଇଟି, ମିଡିଆ, ଅଟୋ ମୋବାଇଲ ଆଦି ସେକ୍ଟରରେ ଅଧିକ ପ୍ରଭାବ ପଡୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here