ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର ଖୋଲିଲା ୨ଟି ଗେଟ୍ । ଜଳଭଣ୍ଡାର ସର୍ବାଧିକ କ୍ଷମତା ୧୫ ଶହ ୧୪ ଫୁଟ ଥିବାବେଳେ ବର୍ତ୍ତମାନ ୧୪ ଶହ ୯୨ ଫୁଟ ଜଳ ରହିଛି । ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬୦୦୦ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି ।