ଅଧାରେ ରହିଲା ଖୁଦୁରୁକୁଣୀ ଓଷା । ଫୁଲ ତୋଳା ହେଲା କାଳ । କଟକ ବିଶମନଗର ଅଞ୍ଚଳରେ ନଦୀରେ ବୁଡିଯାଇ ଯବୁତୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା କରିବା ପାଇଁ ସକାଳୁ ନଦୀକୁ ଫୁଲ ତୋଳିବାକୁ ଯାଇଥିଲେ ସୁଜାତା ଦାସ ଓ ସୁମନ ଦାସ ନାମକ ଦୁଇ ଭଉଣୀ । ହେଲେ ଫୁଲ ତୋଳୁ ତୋଳୁ ଦୁହିଁଙ୍କ ଗୋଡ ଖସିଯାଇଥିଲା । ସୁକୁପାଇବା ନଦୀର ଗଭୀର ଜଳ ସ୍ରୋତରେ ବୁଡି ଯାଇଥିଲେ ଦୁଇ ଭଉଣୀ । ଚାହୁଁ ଚାହୁଁ ସେମାନଙ୍କ ଜୀବନ ଚାଲିଯାଇଥିଲା ସେହି ପାଣି ଭିତରେ ।

LEAVE A REPLY

Please enter your comment!
Please enter your name here