ନୟାଗଡ ବଧିପାଟଣା ଗାଁରୁ ୩ ବର୍ଷର ଝିଅ ସ୍ୱାତୀ ନିଖୋଜ ହେବା ଘଟଣା । ବଧିପାଟଣା ଗାଁ ପୋଖରୀରୁ ମିଳିଲା ନିଖୋଜ ସ୍ୱାତୀର ମୃତଦେହ । ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥବା ପୋଖରୀରୁ ସ୍ୱାତୀ ମୃତଦେହ ମିଳିଛି । ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ । ଗାଁ ଦାଣ୍ଡରେ ଖେଳୁଥିବା ସ୍ୱାତୀ ହଠାତ ନିଖୋଜ ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଖୋଜାଖୋଜି ଚାଲିଥିଲା । ପୋଲିସ, ଅଗ୍ନିଶମ, କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିଲେ ।

LEAVE A REPLY

Please enter your comment!
Please enter your name here