ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ସରକାର ଖୋଲି ଦେଇଛନ୍ତି । କଲମା ବ୍ୟାରେଜର 64 ଗେଟ ଦେଇ ଓଡିଶା ମଧ୍ୟକୁ ଜଳ ପ୍ରବେଶ କରୁଛି । କଲମା ଖୋଲା ରହିବା ଯୋଗୁ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର 603 ମିଟର ରହିଛି । କଲମା ବ୍ୟାରେଜ ଦେଇ ଓଡିଶାକୁ 80 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

LEAVE A REPLY

Please enter your comment!
Please enter your name here