ରାଜ୍ୟରେ ଆଉ ୨ କରୋନା ପଜିଟିଭ । ଢେଙ୍କାନାଳର ୫୧ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ । ଆଉ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୬୯ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧିନ । ଓଡିଶାରେ ୪୪ ରେ ପହଁଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

LEAVE A REPLY

Please enter your comment!
Please enter your name here