ତାଳଚେରରେ ମେଡିକାଲ କଲେଜ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମେଡିକାଲ କଲେଜ ପ୍ରସ୍ତାବକୁ ଅନୁମୋଦନ ଆଜି ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 100 ସିଟ୍ ଏବଂ 500 ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜର ଭିତ୍ତିଭୂମି ଓ ପରିଚାଳନା ଖର୍ଚ୍ଚ ବହନ କରିବ ଏମସିଏଲ ।

LEAVE A REPLY

Please enter your comment!
Please enter your name here