ବାଲେଶ୍ବର ରେମୁଣା ସମାବେଶରେ ନିର୍ବାଚନ ପ୍ରଚାର କରିଛନ୍ତି ଏଆଇସିସି ସଭାପତି ରାହୁଲ ଗାନ୍ଧି. ସରକାରକୁ ଆସିଲେ ସର୍ଜିକାଲ ଷ୍ଟ୍ରାଇକ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ଗରିବଙ୍କୁ ଭତ୍ତା ଦେବା, ବେକାରୀ ଭତ୍ତା ଦେବା ଭଳି ବହୁ ପ୍ରତିଶ୍ରୁତି ଦେଇଛନ୍ତି.