ତାମିଲନାଡୁ ଜୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର MI17- V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିଲେ । ବିପିନ ରାୱତଙ୍କ ସହ ଥିଲେ ତାଙ୍କ ପତ୍ନୀ । ଦୁର୍ଘଟଣା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଭାରତୀୟ ବାୟୁସେନା । ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ । ହେଲିକପ୍ଟରରେ ୧୪ ଜଣ ଥିଲେ । ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗୁରୁତ୍ତର ଭାବେ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ ନେଇ ତଦନ୍ତ ଆଦେଶ ଦେଲା ବାୟୁସେନା ।

LEAVE A REPLY

Please enter your comment!
Please enter your name here